ରାଜ୍ୟର ୩ ଜିଲ୍ଲା ପାଇଁ କାଳବୋଶାଖୀ ସତର୍କ ସୂଚନା
31/05/2018 at 6:41 AM

ରାଜ୍ୟର ୩ ଜିଲ୍ଲା ପାଇଁ କାଳବୋଶାଖୀ ସତର୍କ ସୂଚନା
ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
୩ ଜିଲ୍ଲା- କୋରାପୁଟ, ମାଲକାନଗିରି, ଗଞ୍ଜାମ
ପୂର୍ବାହ୍ନ ୯.୩୦ରୁ ଦିନ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ
ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ
Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022
ରଥଯାତ୍ରାରେ କମ୍ ବର୍ଷିବ, ୪ରେ ଲଘୁଚାପ ସମ୍ଭାବନା…
30 June 2022