କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା
31/05/2018 at 8:16 AM

କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
ସକାଳ ୯.୩୦ ରୁ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା
ପବନର ବେଗ ୫୦ ରୁ ୬୦ କି:ମି ରହିବ ସମ୍ଭାବନା