ଯୁବକଙ୍କୁ ଗଲା କାଟି ହତ୍ୟା
13/05/2018 at 8:44 AM

ନୟାଗଡ଼ ଇଟାମାଟି ଥାନା ଜଗତିପାଟଣା ଗାଁ ବିଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଗଲା କାଟି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି
ମୃତକଙ୍କ ପରିଚୟ ମିଳିପାରିନାହିଁ
ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ
ଘଟଣାସ୍ଥଳରେ ଏସଡିପିଓ ଓ ଅତିରିକ୍ତ ଏସପି ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛନ୍ତି