scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ

26/09/2023 at 7:05 PM

ଧର୍ମଗଡ: ବଜ୍ରାଘାତରେ ନେଲା ତିନି ମହିଳାଙ୍କ ଜୀବନ। ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ତିନି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ପର୍ଲା ପଞ୍ଚାୟତ ଚିତାମୁଣ୍ଡାରେ।

ସୂଚନା ଅନୁଯାୟୀ, ଅପରାହ୍ନରେ ତିନି ମହିଳା ବିଲରେ କାମ କରୁଥିଲେ। ଆଉ ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରାଘାତ ଘଟିଥିଲା ଯେଉଁଥିରେ ତିନି ମହିଳାଙ୍କ ମୃତ୍ୟୁ ହୋଇଛି।

Updating…

You Can Also Read: ମୋବାଇଲ ଦେଖୁଥିବା ସମୟରେ ବଜ୍ରାଘାତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

   Related Posts