ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା : ଗୋଟିଏ ଟ୍ରାକ୍‌ରେ ୩ ଯାତ୍ରୀ ଟ୍ରେନ୍, ଦୁଇଟି ଟ୍ରେନ୍ ସାମ୍ନାସାମ୍ନି

ରାଉରକେଲା ୨୧।୧୧: ଗୋଟିଏ ଟ୍ରାକ୍‌ରେ ତିନୋଟି ଯାତ୍ରୀ ଟ୍ରେନ୍ । ପାଖାପାଖି ୧୦୦ ମିଟର ଦୂରତାରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଛନ୍ତି । ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା । ସମ୍ବଲପୁର-ରାଉରକେଲା ମେମୁ ସହ ରାଉରକେଲା-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ସାମ୍ନାସାମ୍ନି ହୋଇଛି । ସେହି ଟ୍ରାକ୍‌ରେ ତୃତୀୟ ଟ୍ରେନ୍ ବନ୍ଦେ ଭାରତ ଆସୁଥିଲା । ରାଉରକେଲା ରେଳ ଷ୍ଟେସନରୁ ୨୦୦ ମିଟର ଦୂରତାରେ ଏଭଳି ଘଟଣା ଘଟିଛି । You Can Read :