ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା : ଗୋଟିଏ ଟ୍ରାକ୍‌ରେ ୩ ଯାତ୍ରୀ ଟ୍ରେନ୍, ଦୁଇଟି ଟ୍ରେନ୍ ସାମ୍ନାସାମ୍ନି

Published By : Prameya-News7 Bureau | November 21, 2023 IST

ରାଉରକେଲା ୨୧।୧୧: ଗୋଟିଏ ଟ୍ରାକ୍‌ରେ ତିନୋଟି ଯାତ୍ରୀ ଟ୍ରେନ୍ । ପାଖାପାଖି ୧୦୦ ମିଟର ଦୂରତାରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଛନ୍ତି । ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା ।

ସମ୍ବଲପୁର-ରାଉରକେଲା ମେମୁ ସହ ରାଉରକେଲା-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ସାମ୍ନାସାମ୍ନି ହୋଇଛି । ସେହି ଟ୍ରାକ୍‌ରେ ତୃତୀୟ ଟ୍ରେନ୍ ବନ୍ଦେ ଭାରତ ଆସୁଥିଲା । ରାଉରକେଲା ରେଳ ଷ୍ଟେସନରୁ ୨୦୦ ମିଟର ଦୂରତାରେ ଏଭଳି ଘଟଣା ଘଟିଛି ।

You Can Read :

wp:embed {"url":"https://www.prameyanews7.com/wife-alleged-husband-murdered-by-his-family-in-tigiria/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wife-alleged-husband-murdered-by-his-family-in-tigiria/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.