ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ନଦୀରୁ ୩ କ୍ବିଣ୍ଟାଲର ବିରଳ ଶାଙ୍କୁଚ ଉଦ୍ଧାର : ଲୋକେ ଧରିଥିଲେ, ଛାଡିଦେଲା ବନ ବିଭାଗ

13/12/2019 at 12:41 PM

ନିଆଳି ୧୩।୧୨: କଟକ ଜିଲ୍ଲା ନିଆଳି ବିଳାଶୁଣୀ କନ୍ଦଳ ନଦୀରୁ ଏକ ସାମୁଦ୍ରିକ ଶାଙ୍କୁଚ ଉଦ୍ଧାର ହୋଇଛି। ଶାଙ୍କୁଚଟିର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି । ଆଜି ସକାଳେ ବାଲିକୁଦା ପୋଲ ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ସମୟରେ ଜାଲରେ ଏହି ଶାଙ୍କୁଚ ପଡ଼ିଥିବା ଜଣାପଡ଼ିଛି ।

ଜାଲରେ ପଡିଥିବା ଏହି ଶାଙ୍କୁଚକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ଜମିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଶାଙ୍କୁଚକୁ ପୁଣି ନଦୀରେ ଛାଡିଦେଇଛନ୍ତି ।

   Related Posts