ଘାଟିରୁ ଖସିଲା କାର୍‌, ଚାଲିଗଲା ୩ ଜୀବନ

ପଟ୍ଟାଙ୍ଗି ୧୫।୧୧ : କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଯୋଡିମାଦେଲି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟି ତଳକୁ ଖସିଲ କାର୍‌ । ଯେଉଁଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ଦୁର୍ଘଟଣାଟି ଘଟିଛି । ଏକ କାର୍‌ଟି ଛତିଶଗଡ଼ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା । ଯେଉଁଥିରେ ଚାଲି ଜଣ ଯାତ୍ରୀ ରହିଥିଲେ । କିନ୍ତୁ … Continue reading ଘାଟିରୁ ଖସିଲା କାର୍‌, ଚାଲିଗଲା ୩ ଜୀବନ