ଅଭାବନୀୟ ! ସାପ କାମୁଡାରେ ତିନି ମୃତ, ଆଖି ବୁଜିଲେ ବାପ-ଝିଅ

ଭଞ୍ଜନଗର, ୨୫/୦୮: ବୁଗୁଡ଼ା ଥାନା ଅନ୍ତର୍ଗତ କାଞ୍ଜିଆ ପଲ୍ଲୀ ଗାଁରେ ଅଭାବନୀୟ ଘଟଣା। ସାପ କାମୁଡାରେ ବାପ-ଝିଅଙ୍କ ମୃତ୍ୟୁ। ମୃତକ ହେଲେ ଶିବରାମ ନାୟକ ଏବଂ ତାଙ୍କ ନାବାଳିକା ଝିଅ। ଗତକାଲି ରାତିରେ ବାପାଝିଅ ଘରେ ଶୋଇ ଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡ଼ିଥିଲା। ପରେ ସକାଳେ ସାପ କାମୁଡ଼ିଥିବା ନେଇ ଜାଣିବାପରେ ପରିବାର ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ସେତେବେଳକୁ ନାବାଳିକାର ମୃତ୍ୟୁ ହୋଇସାରିଥିଲା। ଆଉ ଅପରାହ୍ନରେ ବାପା ଶିବରାମ … Continue reading ଅଭାବନୀୟ ! ସାପ କାମୁଡାରେ ତିନି ମୃତ, ଆଖି ବୁଜିଲେ ବାପ-ଝିଅ