ବ୍ରହ୍ମପୁରରେ ସେକ୍ସ ରାକେଟ୍ ଠାବ, ଘର ମାଲିକଙ୍କ ସହ ୩ ଅଟକ
13/09/2023 at 11:48 AM

ବ୍ରହ୍ମପୁର ୧୩।୯: ବ୍ରହ୍ମପୁରରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ବ୍ରହ୍ମପୁର ଶକ୍ତି ନଗର ପ୍ରଥମ ଲାଇନରେ ସେକ୍ସ ରାକେଟ୍ ଠାବ ହୋଇଛି । ନିମଖଣ୍ଡି ପୋଲିସର ଚଢାଉ ବେଳେ ଏହି ସେକ୍ସ ରାକେଟ୍ ଠାବ ହୋଇଛି । ଘର ମାଲିକଙ୍କ ସହ ତିନି ଜଣଙ୍କୁ ପୋଲିସ ଅଟକ ରଖିଛି । ୩ ଯୁବତୀ ମଧ୍ୟ ଅଟକ ରହିଥିବା ଜଣାପଡିଛି ।
ଅଟକ ଯୁବତୀଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶ ଏବଂ ଦୁଇ ଜଣ ଯୁବତୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଅଟକ ୩ ଦଲାଲ ବ୍ରହ୍ମପୁରର ବୋଲି ଜଣାପଡିଛି । ପୋଲିସ ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି । ଆଉ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ଛାନଭିନ୍ ଜାରି ରଖିଛି ପୋଲିସ ।
You Can Read :
Related Posts
ଉଜ୍ଜେନ ଦୁଷ୍କର୍ମ ମାମଲା; ପୋଲିସ ହେପାଜତରୁ ଖସିପଳାଇବାବେଳେ ଆହତ ହେଲା ଅଭିଯୁକ୍ତ
28 September 2023
ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
28 September 2023
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍ପେଣ୍ଡ
28 September 2023