WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଟି, ୩ ମୃତ

27/09/2023 at 7:50 PM

କୋରାପୁଟ: ଘାଟିରେ ସ୍କୁଟି ଓଲଟି ୩ ମୃତ । ଘଟଣା ଘଟିଛି ନାରାୟଣପାଟଣା ଥାନା ନଙ୍ଗୋଲବେଡ଼ା ପଂଚାୟତ କେସେଲା ଘାଟିରେ। ଏଠାରେ ଭାରସାମ୍ୟ ହରାଇ ଏକ ସ୍କୁଟି ଓଲଟିବାରୁ ବଡ଼ ଧରଣର ଦୁର୍ଘଟଣା ଘଟଛି । ଏଥିରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ତିନି ମୃତକ ଆନ୍ଧ୍ରପ୍ରଦେଶର। ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍‌ ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Updating…

You Can Also Read: ଭୀଷଣ ସଡ଼କ ଦୁର୍ଘଟଣା; ଟ୍ରକ୍‌କୁ ପିଟିଲା ସ୍କୁଲ୍ ବସ୍, ପ୍ରିନ୍ସିପାଲ୍ ସହ ଜଣେ ଛାତ୍ରୀ ମୃତ

   Related Posts