ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
23/03/2023 at 1:17 PM

ଭୁବନେଶ୍ବର ୨୩।୩: ସ୍ପେଶାଲ ସ୍କ୍ବାଡ୍ ହାତରେ ଧରାପଡିଛନ୍ତି ତାମିଲନାଡୁର ୩ ଡକାୟତ । ଡକାୟତି ଗ୍ୟାଙ୍ଗ୍ର ମୁଖ୍ୟଙ୍କ ନିକଟରୁ ୪ଟି ଲାପଟପ, ୭ଟି ମୋବାଇଲ, ପେନ୍ଡ୍ରାଇଭ, ବ୍ଲୁଟୁଥ୍ ଏବଂ ଦାମୀ IT ସାମଗ୍ରୀ ଜବତ କରାଯାଇଛି ।
ରାଜଧାନୀରେ ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ଏମାନେ ଲୁଟ୍ କରୁଥିଲେ । ୧୨ଟି ଡକାୟତି ଘଟଣାରେ ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିଲା । ଏ ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023