ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ତିନି ବାଇକ ଲୁଟେରା ଗିରଫ, ପୋଲିସର ଛାନଭିନ୍ ଜାରି

21/12/2019 at 5:56 PM

ବଲାଙ୍ଗୀର ୨୦।୧୨: ବଲାଙ୍ଗୀରରୁ ୩ ଜଣ ବାଇକ ଲୁଟେରାଙ୍କୁ ପୋଲିସ ଗିରଫ କରିଛି ।  ଗିରଫ ଲୁଟେରାମାନେ ହେଲେ ପାଟଣାଗଡର ଭାସ୍କର ବନଛେ।ର ଓ ସଦାନନ୍ଦ ନାଏକ ଓ ଲରମ୍ଭାର ପ୍ରେମାନନ୍ଦ ଥପା ।

ସୂଚନାଯୋଗ୍ୟ ଯେ,  ଭାସ୍କର ଓ ସଦାନନ୍ଦ ବାଇକ ଲୁଟ୍ କରି ପ୍ରେମାନନ୍ଦଙ୍କୁ ବିକ୍ରି କରିଥିଲେ । ଗତ ମାସ ୧୪ ତାରିଖରେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରୁ ୨ଟି ବାଇକ ଚେ।ରି ହେ।ଇଥିଲା । ଏନେଇ ପେ।ଲିସ ଲାଇନର ବାସିନ୍ଦା ପ୍ରେମାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଟାଉନ ଥାନାରେ ଏତଲା ଦେଇଥିଲେ । ତାଙ୍କ ଅଭିଯେ।ଗକୁ ଭିତ୍ତିକରି ପେ।ଲିସ ଛାନଭିନ ପରେ ତିନି ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ଲୁଟେରାଙ୍କୁ ପଚରାଉଚୁରା କରିବା ସହ ଅଧିକଖେ।ଳତାଡ ଆରମ୍ଭ କରିଛି ପୋଲିସ ।

   Related Posts