ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରେଙ୍ଗାଲି ବିଡିଓଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ ମାମଲା, ବ୍ୟାଙ୍କର ୩ ଅଧିକାରୀ ଗିରଫ

29/12/2019 at 1:36 PM

ସମ୍ବଲପୁର ୨୯।୧୨: ରେଙ୍ଗାଲି ବିଡିଓଙ୍କ ନାଁରେ ୧୨ ଲକ୍ଷରୁ ଅଧିକ ଟଙ୍କା ହଡପ ଅଭିଯୋଗ ମାମଲାରେ ବ୍ୟାଙ୍କର ୩ ଅଧିକାରୀଙ୍କୁ ଗିରଫ କରିଛି ରେଙ୍ଗାଲି ପୋଲିସ । ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାଙ୍କ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିୟର ସୁଧିର କୁମାର ମେହେର ଓ ପୂର୍ବତନ କ୍ୟାସିୟର ପ୍ରବୀଣ ଭାରତୀ  ।

ସୂଚନାଯୋଗ୍ୟ ଯେ, ଆଇସିଆଇସିଆଇ ବୋମଲେଇ ଶାଖାରୁ ରେଙ୍ଗାଲି ବିଡିଓଙ୍କ ନାଁରେ ୧୨ ଲକ୍ଷ ୪୭ ହଜାର ୫୨୦ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଣ ନେଇ ଅଭିଯୋଗ ହୋଇଥିଲା । ଗତ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ବିଡିଓ ।

   Related Posts