oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବ୍ୟବସାୟୀଙ୍କଠୁ ୮ଲକ୍ଷ ଟଙ୍କା ଲୁଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ, ୬ ଫେରାର

17/08/2021 at 4:44 PM

ଜୟପୁର ୧୭।୮: ଜୟପୁର କୋଟା ଛକରେ ୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଜୟପୁର ଟାଉନ ପୋଲିସ ୩ ଜଣ ଗିରଫ ହୋଇଛନ୍ତି । ଏନେଇ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁସାରେ, ଖାଇବା ତେଲ ହୋଲସେଲ ବ୍ୟବସାୟୀ ଟଙ୍କା ସଂଗ୍ରହ କରି ଗତ ୮ ତାରିଖରେ ମାଲକାନଗିରିରୁ ଜୟପର ଫେରୁଥିଲେ । ସେହି ସମୟରେ କୋଟା ଛକରୁ ଗାଡି ଡାଲାରୁ  ଯୋଜନାବଧ ଭାବେ ଟଙ୍କା ନେଇ ଲୁଟେରା ଚମ୍ପଟ  ମାରିଥିଲେ । ପୋଲିସ ତଦନ୍ତ ପରେ ଏହି ଘଟଣାରେ ଗାଡି ଡ୍ରାଇଭର ସହ ଅନ୍ୟ ୮ ଜଣ  ସମ୍ପୃକ୍ତ ଥିବା ଜଣାପଡିଛି  ।

ଏହି ଘଟଣାରେ ଗାଡି ଡ୍ରାଇଭରଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ଏସଡିପିଓ କହିଛନ୍ତି । ଫେରାର ଥିବା ଅନ୍ୟ ୬ ଜଣଙ୍କୁ ପୋଲିସ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ପୋଲିସ କହିଛି । ଗିରଫମାନଙ୍କଠାରୁ ପୋଲିସ ୧ ଲକ୍ଷ  ୫୫ ହଜାର ଟଙ୍କା ଜବତ କରିଛି ।

   Related Posts