ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବୋଲେରୋ ସିଟ୍ ତଳୁ ୧୦୫ କେ.ଜି. ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

10/03/2023 at 5:03 PM

ସମ୍ବଲପୁର ୧୦।୩: ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ତାଲବଠାରେ ଗାଡି ଚେକିଂ କରୁଥିବା ସମୟରେ ଏକ ବିହାର ନମ୍ବର ଥିବା ବୋଲେରୋକୁ ସନ୍ଦେହ ହୋଇଥିଲା l ବୋଲେରୋକୁ ଅଟକାଇ ଚେକିଂ କଲାବେଳେ ଗାଡିର ସିଟ୍ ତଳେ ସିକ୍ରେଟ୍ ଚ୍ୟାମ୍ବର କରି ପ୍ରାୟ ୧୦୫ କେଜି ଗଞ୍ଜେଇ ରହିଥିଲା l ଗଞ୍ଜେଇଗୁଡିକ ବୌଦ୍ଧରୁ ବିହାର ଚାଲାଣ ହେଉଥିଲା l ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ୩ ଅଭିଯୁକ୍ତମାନେ ହେଲେ ସଜ୍ଜନ ଯାଦବ, ପ୍ରିନ୍ସ କୁମାର ସିଂ ଓ ଶୈଳେନ୍ଦ୍ର କୁମାର l

   Related Posts