oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

STF ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ, କରଞ୍ଜିଆରୁ ୩ ଗିରଫ

8/02/2021 at 9:32 AM

ଭୁବନେଶ୍ବର ୮।୨: କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ । ମୟୁରଭଞ୍ଜ କରଞ୍ଜିଆରୁ ୩ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବେପାରୀ ହେଲେ ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ ଏବଂ ଏସ୍. କେ. ହସରତ୍ । ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ୍ ।

   Related Posts