ପଦ୍ମପୁର ୨୮/୧୨: ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ବାରହା ଶୀକାର ପାଇଁ ବିଦ୍ୟୁତ୍ ତାର ଖଞ୍ଜିଥିଲେ। ସେଥିରେ ଗୋଡ଼ ଲାଗି ରିଙ୍କୁ ବରିହା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ଅଭିଯୋଗରେ ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ କୃଷ୍ଟ ମଗର,ଜାୟରାମ ବରିହା ଓ ଘନଶ୍ୟାମ ରଣାକୁ। ଗିରଫ କରିବା ପରେ ପୋଲିସ ଏହି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା : ବଡଚଣା...