ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଦୁଷ୍କର୍ମ ଉଦ୍ୟମକାରୀକୁ ନିର୍ଦ୍ଧୁମ୍ ଛେଚା

24/11/2019 at 7:54 PM

କରଞ୍ଜିଆ ୨୩।୧୧ –  ଉଦ୍ୟମକାରୀକୁ ନିର୍ଦ୍ଧୁମ୍ ଛେଚା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବକକୁ ନିର୍ଦ୍ଧୁମ ଛେଚିଛନ୍ତି ଲୋକେ ।

 ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଧରାପଡ଼ିଯାଇଥିଲା। ନାବାଳିକାଙ୍କ ପରିବାର ଲୋକେ ଏବଂ ସାହି ବାସିନ୍ଦା ମିଶି ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରିଥିଲେ । ପରେ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା ।

   Related Posts