oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

କୋଣାର୍କ ସୂର୍ଯ୍ୟ ମନ୍ଦିରରେ କୋଭିଡ୍ କଟକଣାକୁ ଉଲଂଘନ, ହଜାର ହଜାର ପର୍ଯ୍ୟଟକଙ୍କ ଭିଡ

3/01/2022 at 10:22 AM

କୋଣାର୍କ ୩।୧: କରୋନାର ଓମିକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠକୁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ କରିଥିଲେ । କିନ୍ତୁ ସୋମବାର ସୂର୍ଯ୍ୟ ମନ୍ଦିର ଖୋଲିବା ପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଦୁଇ ଦିନ ଧରି ମନ୍ଦିର ବନ୍ଦ ରହିବା ପରେ ସୋମବାର ମନ୍ଦିର ଖୋଲାଯିବା ପରେ ଏହି ଭିଡ ଦେଖିବାକୁ ମିଳିଥିବା ଜଣାପଡିଛି ।

କିନ୍ତୁ କୋଭିଡ୍ କଟକଣା ଜାରି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସାମାଜିକ ଦୂରତା, ମାସ୍କ, ସାନିଟାଇଜ୍ ଉପରେ ଗୁରୁତ୍ବ ଦିଆଯାଇନଥିବା ଦେଖିବାକୁ ମିଳିଛି । ଏପଟେ ଅନେକ ପର୍ଯ୍ୟଟକ ବିନା ମାସ୍କରେ ମନ୍ଦିର ପରିସରରେ ମଧ୍ୟ ଦେଖାଦେଇଛି ।

   Related Posts