ନାଳକୁ ବୋହିଗଲା ହଜାର ହଜାର ଲିଟର କ୍ଷୀର, ଭିଡିଓ ଭାଇରାଲ୍
10/03/2023 at 9:13 AM

ବ୍ରହ୍ମପୁର ୧୦/୦୩ : ବ୍ରହ୍ମପୁର ଓମ୍ପେଡ ଡିପୋର ଟ୍ୟାଙ୍କରରୁ ନାଳକୁ ବୋହିଗଲା ହଜାର ହଜାର ଲିଟର କ୍ଷୀର । କର୍ତ୍ତୃପକ୍ଷଙ୍କ ଅବେହଳା ହେଉ ଅବା ଦାୟିତ୍ୱ ହିନତା ଯୋଗୁଁ କ୍ଷୀର ନଷ୍ଟ ହେଉଥିବା ଭିଡିଓ ଭାଇରାଲ ହୋଇଛି । ଲୋକଲୋଚନକୁ ଆସିବା ପରେ ଏବେ ହରଡଘଣାରେ ଓମ୍ପେଡ ପ୍ଲାଣ୍ଟ କର୍ତ୍ତୃପକ୍ଷ ।
ଗୋଟିଏ ପଟେ ନିଜର ଦୋଷ ଦୃର୍ବଳକୁ ଲୁଚାଇବା ଲାଗି ପ୍ଲାଣ୍ଟ ପକ୍ଷରୁ ସମସ୍ତ ଯୋଜନା ଚାଲିଥିବା ଅଭିଯୋଗ ହେବା ପରେ ଘଟଣାର ସତ୍ୟତା ଅନୁସନ୍ଧାନ କରିବା ଲାଗି ଭୂବନେଶ୍ୱର ଏକ ଟିମ ବ୍ରହ୍ମପୁରରେ ପହଞ୍ଚି ଛାନଭିନ୍ କରିଥିବା ସୁଚନା ମିଳିଛି । ତେବେ କାହିଁକି ଏଭଳି ପରିସ୍ଥିତି ଉପୁଜିଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023