ନୂଆଦିଲ୍ଲୀ ୧୧।୦୨: ଘର ଆଖପାଖରେ ଥିବା କିଛି ଗଛ ଘରେ ଦାରିଦ୍ୟତାର କାରଣ ହୋଇଥାନ୍ତି । ଏହି ଗଛ ଘର ପାଖରେ ରହିଲେ ଘରେ ଦାରିଦ୍ର୍ୟତା ବଢିଚାଲିବ । ଆସନ୍ତୁ ଜାଣିବା କଣ ସେହି ଗଛ…
{"id":907718,"sizeSlug":"full","linkDestination":"none"}ଖଜୁରୀ ଗଛ ଘର ପାଖରେ ରହିବା ଅଶୁଭ । ଏହି ଗଛ ରହିଲେ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ । ଖଜୁରୀ ଗଛକୁ କେବେବି ଘରର ବଗିଚାରେ ଲଗାନ୍ତୁ ନାହିଁ । ବାଉଁଶ ଗଛ ଶୁଭ ହୋଇଥାଏ । କିନ୍ତୁ ବାଉଁଶ ଗଛ ଘର ସାମ୍ନାରେ କେବେବି ଲଗାନ୍ତୁନି ।
{"id":907720,"width":839,"height":472,"sizeSlug":"full","linkDestination":"none"}ହିନ୍ଦୁ ଧର୍ମ ଅନୁସାରେ ମୃତ ପରେ ତାର ଆତ୍ମା ବାଉଁଶ ଗଛରେ ରହିଯାଏ ବୋଲି କୁହାଯାଏ । ଏହି ଗଛ ଘର ସାମ୍ନାରେ ରହିଲେ, ଘର ଭିତରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହାସହିତ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବନା ସୃଷ୍ଟି ହୋଇଥାଏ ।
{"id":907721,"width":841,"height":626,"sizeSlug":"full","linkDestination":"none"}ନାଶପାତି ଗଛ ନିଜ ବଗିଚାରେ ଲଗାନ୍ତୁ ନାହିଁ । ଏହି ଗଛ ଘରର ବଗିଚାରେ ରହିଲେ, ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ ଏବଂ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ । ଏହାସହିତ ଆପଣଙ୍କ ଘରର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଏହି ଗଛ କେବେବି ଘରେ ଲଗାନ୍ତୁ ନାହିଁ ।
You Can Read:
wp:embed {"url":"https://www.prameyanews7.com/sleeping-on-the-floor-good-or-bad-for-your-health/","type":"wp-embed","providerNameSlug":"prameya-news-7"} /wp:embed