ଏଥର ମୋବାଇଲ୍‌ ଆପ୍‌ରେ ଦ୍ୱାରା ହେବ NPR, ଜନ ଗଣନା

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ ୨୪।୧୨ - ନାଗରିକ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ କେନ୍ଦ୍ର କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି . ମଙ୍ଗଳବାରରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁଷ୍ଠିତ ହୋଇଥିବା ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା NPR କୁ ଅପଡେଟ୍‌ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି ।

{"id":202031,"sizeSlug":"large"}


ଏଥିପାଇଁ କୌଣସି କାଗଜପତ୍ର ବା ଦସ୍ତାବେଜ୍‌ ବ୍ୟବହାର କରାଯିବ ନାହିଁ । ଏଥିପାଇଁ ବାୟୋମେଟ୍ରିକର ଆବଶ୍ୟକତା ନାହିଁ । ଆପ୍‌ ଦ୍ୱାରା ଏହାକୁ ଅପ୍‌ଡେଟ୍‌ କରାଯିବ । NPR କୁ ଅପ୍‌ଡେଟ୍‌ କରିବା ପାଇଁ ୩,୯୪୧.୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

{"id":202032,"sizeSlug":"large"}

ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଜନଗଣନା ଚାଲିବ । ଏହି ଜନଗଣନାରେ କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବେଡକର ସୂଚନା ଦେଇଛନ୍ତି ।

{"id":202033,"sizeSlug":"large"}

ଏଥିପାଇଁ ବିଶେଷ ଆପ୍‌ ଡେଭଲପ୍‌ କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.