previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଟିମ୍ ଇଣ୍ଡିଆର ୱିକେଟ୍ କିପର ଓ ବ୍ୟାଟସମ୍ୟାନ୍ ଙ୍କୁ ପସନ୍ଦ କରନ୍ତି ଏହି ଷୋଡଷୀ ନାୟିକା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

21/07/2019 at 3:48 PM

ଆଜିର ସମୟରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିଙ୍କ ଫିଟନେସ ଅତିବ ଆକର୍ଷଣୀୟ।  ଏମିତିରେ ଦେଖିବାକୁ ଗଲେ ଖେଳ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନିୟମିତ ଖେଳ ଓ ବ୍ୟାୟାମ ଦ୍ୱାରା ବଡିର ଫିଟନେସ ଠିକରହେ ଓ ବ୍ୟକ୍ତିତ୍ୱ ଅକାର୍ଷକ ହୋଇଥାଏ। ଏଣୁ ଟିମ ଇଣ୍ଡିଆର କ୍ରିକେଟର ଏବେ ଫିଟନେସ୍ ଉପରେ ଅଧିକ ଗୁରୁତ୍ୱଦେଉଛନ୍ତି। ଖାସ ସେଥିପାଇଁ ଚଳଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି ନାୟିକାମାନେ କ୍ରିକେଟରଙ୍କ ଉପରେ ଫିଦା ରହୁଛନ୍ତି।

ଏମିତି ଜଣେ ଷୋଡଷୀ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେନ୍। ଅନୁଷ୍କା କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ବେଶ ପସନ୍ଦ କରନ୍ତି। ତାଙ୍କ ଖେଳିବା ଶୈଳୀ, ବଡି ଫିଟନେସ୍ ଓ କ୍ୟାରିୟର ପାଇଁ ଅନୁଷ୍କା ତାଙ୍କୁ ଖାସ ପସନ୍ଦ କରୁଥିବା କହନ୍ତି। ଅନୁଷ୍କାଙ୍କ ବୟସ ଏବେ ମାତ୍ର ୧୬  ବର୍ଷ। ହେଲେ କ୍ରିକେଟ ଓ କ୍ରିକେଟରଙ୍କ ପ୍ରତି ତାଙ୍କର ରହିଛି ଗଭୀର ଋଚି । ଏଥିରେ ସେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ଅପେକ୍ଷା ଧୋନୀଙ୍କୁ ବେଶ୍ ପସନ୍ଦ କରୁଥିବା ବେଳେ ନିଜେ ତାଙ୍କର ଫ୍ୟାନ  ବୋଲି ମଧ୍ୟ କହନ୍ତି।

ଅନୁଷ୍କା ସେନ୍ ଅନେକ ଟିଭି ସିରିଏଲରେ କାମ କଲେଣି। ସେ ଅଭିନୟ କରିଥିବା  ଲୋକପ୍ରୀୟ ଟେଲିଭିଜନ ସିରିଏଲ ମଧ୍ୟରେ ବାଲବୀର, ଦେବୋଙ୍କେ ଦେବ ମହାଦେବ ଅନ୍ୟତମ। ଏହା ଛଡା ସେ ଏବେ ଏକ ଇଣ୍ଟରନେଟ୍ ସୋ ଝାନସୀ କି ରାନୀରେ ଲକ୍ଷ୍ମୀବାଇ ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି।

   Related Posts