ଏହି ପାକିସ୍ତାନୀ ମଡେଲଙ୍କ ଫଟୋ ହେଲା ଭାଇରାଲ

Published By : Prameya-News7 Bureau | May 27, 2019 IST

ପାକିସ୍ତାନରେ ଏମିତି ଅନେକ ମଡେଲ ଅଛନ୍ତି ଯିଏ ନିଜ ସୌନ୍ଦର୍ଯ୍ୟ ପାଇଁ ବିଶ୍ବରେ ଅନେକ ସ୍ଥାନରେ ଚର୍ଚ୍ଚାରେ ଥାନ୍ତି। ସେହିଭଳି ଆଲିୟା ରାଫିଆ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଆଲିୟାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଜୋରସୋରରେ ଭାଇରାଲ ହେବାର ଲାଗିଛି।

{"id":116496}

ନିଜ ଆକର୍ଷିତ ଫିଗର ଓ ହଟ୍‌ନେସ ପାଇଁ ସେ ଇଣ୍ଟରନେଟରେ ଏବେ ନୂଆ ଟ୍ରେଣ୍ଡ ହୋଇଛନ୍ତି। ହଟ୍‌ନେସ ମାମଲାରେ ଆଲିୟା ଅନେକ ମଡେଲଙ୍କୁ ପଛରେ ପକାଇଛନ୍ତି। ସିମ୍ପଲ ଲୁକ୍‌ରେ ରହିବା ପସନ୍ଦ କରୁଥିବା ଆଲିୟାଙ୍କ ଫଟୋଶୁଟ୍‌ ଅତ୍ୟନ୍ତ ମନଲୋଭା।

{"id":116497}

ସେ ଫଟୋଶୁଟ୍‌ରେ ଅଧିକ ଗହଣା ପିନ୍ଧିବା ମଧ୍ୟ ପସନ୍ଦ କରନ୍ତି ନାହିଁ। ଆଲିୟାଙ୍କୁ ଏବେ ୩୩ ବର୍ଷ ବୟସ। ୩୧ ବର୍ଷ ବୟସରେ ସେ ମଡେଲିଂ ଜଗତରେ ପାଦ ଦେଇଥିଲେ। ବିଶ୍ବର ସୁନ୍ଦର ମଡେଲଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିୟା।

{"id":116498,"width":574,"height":574}

ସୋସିଆଲ ମିଡିଆରେ ତାଙ୍କର ୨ ଲକ୍ଷ ୮୩ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଦର୍ଶକଙ୍କୁ ଆଲିୟାଙ୍କ ପରିଧାନ ଶୈଳି ବହୁତ ପସନ୍ଦ। ନିଜ ଲୁକ୍‌ ଦ୍ବାରା ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.