ଏହି ଫଳ ଖାଇଲେ କ୍ୟାନସର ସମସ୍ୟା ହୁଏ ଦୂର

Published By : Prameya-News7 Bureau | June 03, 2019 IST

ଆଜିକାଲି କ୍ୟାନସର ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢିବାକୁ ଲାଗିଛି। ସେହିଭଳି ଏହି ରୋଗର ନିୟନ୍ତ୍ରଣ ପାଇଁ ଅନେକ କଷ୍ଟକର ଉପଚାର ମଧ୍ୟ ଡାକ୍ତର ଆପଣେଇଛନ୍ତି। କ୍ୟାନସର ରୋଗକୁ ଠିକ୍‌ କରିବା ପାଇଁ ଅନେକ କଷ୍ଟର ସାମ୍ନା କରିବାକୁ ପଡିଥାଏ।  କିନ୍ତୁ ଜାଣନ୍ତୁ ଏଭଳି ଏକ ଉପଚାର ବିଷୟରେ ଯାହା କ୍ୟାନସର ଭଳି ରୋଗକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିଥାଏ।

{"id":119161}

କ୍ୟାନସର ରୋଗୀଙ୍କ ଉପରେ ୨୫ ବର୍ଷ ଗବେଷଣା କରିବା ପରେ କ୍ୟାଲିଫର୍ଣ୍ଣିଆ ୟୁନିଭର୍ସିଟିର ମେଡିକାଲ ପଦାର୍ଥ ଓ ମନସ୍ଥତ୍ବ ବିଜ୍ଞାନର ପ୍ରଫେସର ଡା. ହର୍ଡିନ ବି ଜନ୍ସ ଏକ ଉପଚାର ବିଷୟରେ କହିଛନ୍ତି। ପ୍ରଫେସର କହିଥିଲେ ଯେ, କ୍ୟାନସରର ଚିକିତ୍ସା ସମୟରେ ରୋଗୀଙ୍କୁ ଦିଆଯାଉଥିବା କିମୋ ଥେରାପି କଷ୍ଟକର ମୃତ୍ୟୁ ଦେଇଥାଏ।  ଏହି କଷ୍ଟରୁ ବଞ୍ଚିବା ପାଇଁ ସେ ଏକ ଘରୋଇ ଉପଚାର ବିଷୟରେ କହିଥିଲେ ଯାହା କ୍ୟାନସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

{"id":119163}

 ଅଙ୍ଗୁର ଫଳ ମଂଜିର ରସ କ୍ୟାନସର ଓ ଅନ୍ୟ ରୋଗକୁ ସକରାତ୍ମକ ଭାବେ ଠିକ୍‌ କରିଥାଏ।  ଏହି ପ୍ରାକୃତିକ ମଂଜିରେ ଏଭଳି ଗୁଣ ରହିଛି ଯାହା ଖାଇବାର ମାତ୍ର ୪୮ଘଣ୍ଟା ମଧ୍ୟରେ କ୍ୟାନସର ଭଳି ରୋଗର ୭୬ ପ୍ରତିଶତ ନିୟନ୍ତ୍ରଣ ହୋଇପାରିବ।    

{"id":119164}

ଅଙ୍ଗୁରରେ ଅନେକ ମାତ୍ରାର କ୍ୟାଲୋରୀ,ଫାଇବର,ଭିଟାମିନ ସି ଏବଂ ଇ ଥାଏ। ଏଥିରେ ଗ୍ଲୁକୋଜ,ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି ​‌କେତେକ ପୋଷ୍ଟିକର ତତ୍ତ୍ବ ରହିଛି। ଯାହାସେବନ କରିବା ଦ୍ବାରା କ୍ୟାନସର,କିଡନୀ ଏବଂ ପୋଲିଓରୁ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.