vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖେ ଏହି ଡ୍ରିଙ୍କ, ଡାଏଟ୍‌ରେ କରନ୍ତୁ ସାମିଲ୍‌

23/05/2022 at 12:15 PM

ନୂଆଦିଲ୍ଳୀ ୨୩।୦୫ : ବର୍ତ୍ତମାନ ଲାଇଫ୍‌ଷ୍ଟାଇଲ୍‌ରେ ବହୁତ ପ୍ରକାରର ପରିବର୍ତ୍ତ ଦେଖିବାକୁ ମିଳୁଛି। ଫାଷ୍ଟଫୁଡ୍‌ ଖାଇବା ବଦଳରେ ଅନେକ ରୋଗ ହେଉଛି । ଯାହା ଫଳରେ ପ୍ରାୟ ସମସ୍ତଙ୍କର ମଧୁମେହ , ହୃଦଘାତ୍‌, କୋଲେଷ୍ଟ୍ରଲ  ବୃଦ୍ଧି ହେବାରେ ସମ୍ଭାବନା ରହୁଛି । ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍, ନଚେତ୍ ପରେ ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, ଅନେକ ଲୋକ ଘରୋଇ ଉପଚାର ଆପଣାଇବା ଉଚିତ୍‌ । ଯାହା ସହଜରେ ନିୟନ୍ତ୍ରଣ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ପାନୀୟ ପିଇବା ଉଚିତ୍‌।

ଗ୍ରୀନ୍‌ ଟି- ଆପଣ ଜାଣନ୍ତି କି ଗ୍ରୀନ୍-ଚା କେବଳ ଓଜନ ହ୍ରାସ କରେ ନାହିଁ, ବରଂ କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ନିୟନ୍ତ୍ରଣ କରାରଖିଥାଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରତିଦିନ ଏହାକୁ ପିଇବାକୁ ପଡିବ, ବାସ୍ତବରେ, ଏହାର ଏପରି ଗୁଣ ଅଛି, ଯେଉଁ କାରଣରୁ ଏହି ପରି ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଟମାଟୋ ଜୁସ୍‌-ଏହା ବ୍ୟତୀତ ଶରୀରରେ ଟମାଟୋ ଜୁସ୍‌ ଦ୍ବାରା କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଏହି ଜୁସ୍‌କୁ ପିଇବାକୁ ପଡିବ କିନ୍ତୁ ଅଧିକ ସମସ୍ୟା ଥିଲେ ରୋଗୀମାନେ ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।

   Related Posts