ବଲିଉଡର ଏହି ହଟ୍ ଅଭିନେତ୍ରୀଙ୍କ ଫଟୋ ହେଲା ଭାଇରାଲ

Published By : Prameya-News7 Bureau | March 26, 2019 IST

wp:heading {"level":5}
ମୁମ୍ୱାଇ୨୬|୩: ସାଧାରଣତଃ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ନିଜ ହଟ୍‌ ଫଟୋ ସେୟାର କରନ୍ତି। ତେବେ କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ନେହା ମଲିକ୍‌ ନିଜର କିଛି ଫଟୋ ସେୟାର କରିଛନ୍ତି।
/wp:heading {"id":97116}
wp:heading {"level":5}
ସାଉଥ ସିନେମା ଜଗତରେ ମଧ୍ୟ ଅଭିନୟ କରିଛନ୍ତି ନେହା। ଏହି ଫଟୋରେ ସେ ବହୁତ ହଟ୍‌ ଲାଗୁଛନ୍ତି। ଅନେକ ଦିନ ପରେ ନେହା ତାଙ୍କର ବିକିନୀ ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଇଣଷ୍ଟାଗ୍ରାମରେ ନେହାଙ୍କୁ ବହୁତ ଲକ୍ଷ ଲକ୍ଷ ଦର୍ଶକ ଫଲୋ କରନ୍ତି।
/wp:heading {"id":97117,"width":554,"height":554}
wp:heading {"level":5}
୨୦୧୨ ମସିହାରେ ନେହା ମଡେଲିଂଗ କରିବା ଆରମ୍ଭ କରିଥିଲେ। ୨୦୧୨ ମସିହାରେ ହୋଇଥିବା ଆରବ ଫ୍ୟାସନ ୱିକ୍‌ରେ ନେହା ଟପ୍‌ ୩ ଜଣ ମଧ୍ୟରେ ଥିଲେ।
/wp:heading {"id":97118}
wp:heading {"level":5}
୨୦୧୩ ମସିହାରେ ହୋଇଥିବା ଦୁବାଇ ଫ୍ୟାସନ ୱିକ୍‌ରେ ନେହା ଟପ୍‌ ୧୦ ଜଣଙ୍କ ମଧ୍ୟରେ ଥିଲେ। ୨୦୧୫ ମସିହାରେ ବ୍ରାଇଡାଲ ଫ୍ୟାସନ ୱିକ୍‌ରେ ପ୍ରତିଯୋଗି ଭାବେ ଭାଗ ନେଲା ପରେ ନେହାଙ୍କୁ ଅନେକ ସାଉଥ ଫିଲ୍ମରୁ ପ୍ରସ୍ତାବ ଆସିଥିଲା।
/wp:heading {"id":97120,"width":580,"height":413}
wp:heading {"level":5}
ନେହାଙ୍କ ସ୍ୱଭାବ ଅନ୍ୟ ମଡେଲଙ୍କଠୁ ବେଶ ଅଲଗା। ତାଙ୍କ ସ୍ୱଭାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.