ପାଦରେ ୬ଟି ଆଙ୍ଗୁଠି ଥିବା ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ ଲେଖିଲେ ବଡ଼ ଆଙ୍ଗୁଠି କେଉଁଟା?

Published By : Prameya-News7 Bureau | November 23, 2019 IST

ନୂଆଦିଲ୍ଲୀ୨୩/୧୧: ଆମେରିକୀୟ ମଡେଲ ତଥା ଅଭିନେତ୍ରୀ କିମ୍‌ କାର୍ଦଶୀୟନ ସୋସିଆଲ ମିଡିଆରେ ଟ୍ରୋଲ  ହୋଇଛନ୍ତି। ନିକଟରେ ସୋସିଆଲ ମିଡିଆରେ କିମ୍‌ ଏକ ଫଟୋ ପୋଷ୍ଟ କରିଥିଲେ।

{"id":188612,"sizeSlug":"large"}

ଯେଉଁଥିରେ  ତାଙ୍କ ପାଦରେ ୬ଟି ଆଙ୍ଗୁଠି ଥିବାର ନଜୀର ରହିଛି। ଏହି ଫଟୋ ଦେଖିବା ପରେ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି।

{"id":188613,"sizeSlug":"large"}

କିମ୍‌ଙ୍କ ଫଟୋ ଦେଖିବା ପରେ ୟୁଜର୍ସ ଲେଖିଛନ୍ତି ଯେ ତାଙ୍କ ବଡ଼ ଆଙ୍ଗୁଠି କେଉଁଟା? ସେହିଭଳି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ରାତି ୧୨ଟା ବାଜିଲାଣି ହେଲେ କାହିଁକି କିମ୍‌ଙ୍କ ଆଙ୍ଗୁଠି ସୁ୍ଜ୍‌ରେ ଦେଖାଯାଉ ନାହିଁ।

{"id":188614,"sizeSlug":"large"}

 ଏହି ଫଟୋରେ କିମ୍‌ ଲାଲ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଏହି ଫଟୋ ପୋଷ୍ଟରେ କିମ୍‌ ଲେଖିଛନ୍ତି ଯେ ଗତ ରାତିରେ ଖ୍ରୀଷ୍ଟିୟାନ ଡାୟୋର।  କିଛି ଦିନ ତଳେ କିମ୍‌ ଅସୁସ୍ଥ ଥିଲେ। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.