oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ତୃତୀୟ ଥର ମା’ ହେଲା ବିଜଲୀ

18/03/2022 at 10:59 AM

ବାରଙ୍ଗ ୧୮/୦୩ : ନନ୍ଦନକାନନ ପାଇଁ ଖୁସି ଖବର । ତୃତୀୟ ଥର ମା ହେଲା ସିଂହ ବିଜଲୀ । ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୫ ରୁ ୭ ଘଣ୍ଟିକା ମଧ୍ୟରେ ଆଉ ଅଧିକ ଶାସକ ଜନ୍ମ ଦେବାର ସମ୍ଭାବନା ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ।

ସେମାନଙ୍କ ମଧ୍ୟରୁ ୨ଟି ମୃତୁ ହୋଇଥିବା ବେଳେ ୨ଟି ଶାବକ ବଡ ହୋଇ ସାରିଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ତିକ୍ଷ୍ନ ନଜର ରଖିଛନ୍ତି । (ବିଜଲୀ) ସହିତ ସିଂହ (ସମ୍ରାଟ )ମିଳନରୁ ପ୍ରଥମେ ୨୦୧୯ ଦ୍ୱିତୀୟ ଥର ୨୦୨୧ମସିହାରେ ଦୁଇଥର ବିଜଲୀ ଶାବକ ଜନ୍ମ ଦେଇଥିଲା ଏବେ ଏହା ତୃତୀୟ ଥର ଗର୍ଭଧାରଣ କରିଥିଲା ।

ବିଜଲୀ କୌଣସି ଛୁଆର ଯତ୍ନ ନେଇ ନଥିଲା । ତାର ଛୁଆ କଳ୍ପନା ଓ ବର୍ଷା ନାମକ ଦୁଇ ଛୁଆମାନଙ୍କୁ ସେବକ ପ୍ରଶାନ୍ତ ଗୌଡ ନାମକ କର୍ମଚାରୀ ନିଜ ହାତରେ ପାଳନ ପାଳନ କରି ବଡ କରିଥିଲେ । ଏବେ ଜନ୍ମ ହୋଇଥିବା ଛୁଆ ଓ ମା ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

   Related Posts