କବାଟ ଭାଙ୍ଗି ଚୋର ନେଇଗଲେ ପେଟି ପେଟି ମଦ

Published By : Prameya-News7 Bureau | January 05, 2020 IST

ରାଇରଙ୍ଗପୁର ୦୫।୦୧ - - କବାଟ ଭାଙ୍ଗି ଦୁର୍ବୁତ୍ତ ନେଇଗଲେ  ପେଟି ପେଟି ମଦ !  ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା   ରାଇରଙ୍ଗପୁର ଟାଉନ ଥାନା ବସଷ୍ଟାଣ୍ଡ ସରକାରୀ ମଦ ଦୋକାନରେ  ।

{"id":207450,"sizeSlug":"large"}

 କେହି ଦୁର୍ବୁତ୍ତ  ସଟର ଭାଙ୍ଗି ୫୧କାର୍ଟୁନ ମଦ ଚୋରି କରି ନେଇଛି । ଚୋରି ହୋଇଥିବା ମଦର ମୂଲ୍ୟ  ୪ ଲକ୍ଷ ଟଙ୍କା । ଚୋର ବିଦେଶୀ ମଦ ନେଇ ଫେରାର ହୋଇଯାଇଛି  । ଦୋକାନି ଟାଉନ ଥାନାରେ ଏତଲା ଦେବା ପରେ ଟାଉନ ଥାନା ପୋଲିସ  ଘଟଣାର  ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.