oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

କବାଟ ଭାଙ୍ଗି ଚୋର ନେଇଗଲେ ପେଟି ପେଟି ମଦ

5/01/2020 at 8:49 PM

ରାଇରଙ୍ଗପୁର ୦୫।୦୧ – – କବାଟ ଭାଙ୍ଗି ଦୁର୍ବୁତ୍ତ ନେଇଗଲେ  ପେଟି ପେଟି ମଦ !  ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା   ରାଇରଙ୍ଗପୁର ଟାଉନ ଥାନା ବସଷ୍ଟାଣ୍ଡ ସରକାରୀ ମଦ ଦୋକାନରେ  ।

 କେହି ଦୁର୍ବୁତ୍ତ  ସଟର ଭାଙ୍ଗି ୫୧କାର୍ଟୁନ ମଦ ଚୋରି କରି ନେଇଛି । ଚୋରି ହୋଇଥିବା ମଦର ମୂଲ୍ୟ  ୪ ଲକ୍ଷ ଟଙ୍କା । ଚୋର ବିଦେଶୀ ମଦ ନେଇ ଫେରାର ହୋଇଯାଇଛି  । ଦୋକାନି ଟାଉନ ଥାନାରେ ଏତଲା ଦେବା ପରେ ଟାଉନ ଥାନା ପୋଲିସ  ଘଟଣାର  ତଦନ୍ତ ଆରମ୍ଭ କରିଛି ।

   Related Posts