ଆଜିଠୁ ବୃହସ୍ପତିଙ୍କ ଓଲଟା ଗତି : ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଭରିଯିବ ଖୁସି
1/08/2019 at 4:54 PM

ଶାସ୍ତ୍ର କଥା କହିବା ଯଦି ଅନେକ ଦିନ ପରେ ଆଜିଠୁ ବୃହସ୍ପତି ଓଲଟା ଗତିରେ ଚାଲିବେ ଯାହା କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ଏହା ଦ୍ବାରା ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଯିବ ତଥା ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ଧରଣର ସଫଳତା ମିଳିବ। ଏହା ସହିତ ତାଙ୍କ ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ
କର୍କଟ ଏବଂ ମୀନ ରାଶି : ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ଓଲଟା ଗତି ଯୋଗୁଁ କର୍କଟ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଭରିଯିବ। ଏହି ବ୍ୟକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ହେବ। ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ବଡ଼ ଧରଣର ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ତାଙ୍କୁ ଭାଗ୍ୟଶାଳୀ କରିବ। ତାଙ୍କ ବୈବାହିକ ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହେବ। ଏମାନେ ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଜରୁରୀ।
ଧନୁ ଏବଂ ବିଛା ରାଶି : ଧନୁ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ଜାତକରେ ମଧ୍ୟ ଆଜି ବୃହସ୍ପତି ଓଲଟା ଗତିରେ ଚାଲିବେ। ଏହା ଦ୍ବାରା ତାଙ୍କ ଭାଗ୍ୟ ଖୋଲିଯିବ। ଏହା ସହିତ ବିଷ୍ଣୁଙ୍କ କୃପା ଦ୍ବାରା ତାଙ୍କ ଜୀବନରେ ଆନନ୍ଦ ଭରିଯିବ। ଏମାନଙ୍କ ଧନ ସମ୍ପତ୍ତି ବୃଦ୍ଧି ଘଟିବ। ଏମାନଙ୍କ ସ୍ବପ୍ନ ସତ ହେବ। ଏହି ରାଶିର ବ୍ୟକ୍ତିଙ୍କୁ ସନ୍ତାନର ସୁଖ ମିଳିପାରେ। ଏମାନଙ୍କ ଘରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିପାରେ। ପ୍ରେମିକ ଏବଂ ପ୍ରେମିକାଙ୍କୁ ପ୍ରକୃତ ପ୍ରେମ ମିଳିବ। ଏମାନଙ୍କ ଜୀବନରେ ଭଗବାନ ବିଷ୍ଣୁଙ୍କ କୃପା ରହିବ।
ମକର ଏବଂ କୁମ୍ଭ ରାଶି : ମକର ଏବଂ କୁମ୍ଭ ରାଶିରେ ବୃହସ୍ପତିଙ୍କ ଓଲଟା ଗତି ଯୋଗୁଁ ତାଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଏମାନଙ୍କ ଜୀବନରେ ଆନନ୍ଦ ଭରି ଉଠିବ ତଥା ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଏମାନେ ସଫଳ ଜୀବନ ଉପଭୋଗ କରିବେ। ବ୍ୟବସାୟ ବାଣିଜ୍ୟରେ ଏମାନଙ୍କୁ ପ୍ରଶଂସା ମିଳିବ। ଏମାନଙ୍କ ପ୍ରେମ ସମ୍ପର୍କରେ ମଧୁରତା ଆସିବ। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହେବ। ଏମାନଙ୍କୁ ଧନ ଲାଭ ହୋଇପାରେ। ଭଗବାନ ବିଷ୍ଣୁଙ୍କ ଉପାସନା କରିବାଦ୍ବାରା ଏମାନଙ୍କୁ ଲାଭ ହେବ।