ଆସନ୍ତା ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ଶନି ସାଢେସାତୀର ପ୍ରଭାବ

Published By : Prameya-News7 Bureau | December 03, 2019 IST

୨୦୨୦ ମସିହାରେ  ମେଷ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର ପ୍ରଭାବ ପଡିବ ନାହିଁ।   

ବୃଷ ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ମିଥୁନ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କିଛି ପ୍ରଭାବ ଦେଖିବାକୁ ମିଳିବ।

୨୦୨୦ ମସିହାରେ କର୍କଟ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ସିଂହ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ପ୍ରକୋପ ରହିବ ନାହିଁ।

କନ୍ୟା ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ଆସନ୍ତା ବର୍ଷ ତୁଳା ଓ ବିଚ୍ଛା ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ଧନୁ ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର ଅନେକ ପ୍ରଭାବ ରହିବ । ଏହା ସବିଠୁ ଅନ୍ତିମ ଚରଣରେ ରହିବ।

ମକର ରାଶି ଶନି ଦେବଙ୍କ ଗୋଚର ରାଶିରେ ରହିଛି। ଶନି ଦେବଙ୍କ ସାଢେସାତୀ ଦ୍ବିତୀୟ ସ୍ଥାନରେ ରହିବ।

କୁମ୍ଭ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀ ପ୍ରଥମ ଚରଣରେ ଆରମ୍ଭ ହେବ।   

ଆସନ୍ତା ବର୍ଷ ମୀନ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.