Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ସପ୍ତାହେ ଯାଏଁ ଖାଆନ୍ତୁ ଏହି ୨ଟି ଜିନିଷ : ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ ୨୦ବର୍ଷ ପୁରୁଣା କଥା ମଧ୍ୟ ଭୁଲିବେନି

7/07/2019 at 2:15 PM

ଅନେକ ଥର କିଛି କଥା ଆମେ ଭୁଲିଯାଇଥାଉ ଯାହା ଆମର ମନେ ରଖିବା ନିହାତି ଜରୁରୀ ହୋଇଥାଏ। ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବାରୁ ଏପରି ହୋଇଥାଏ। ଆଜି ଆମେ ଏପରି ୨ଟି ଜିନିଷ ବିଷୟରେ ଜାଣିବା ଯାହା ଆପଣଙ୍କର ସ୍ମରଣଶକ୍ତି ବୃଦ୍ଧି କରିଥାଏ।

ଜାଇଫଳ : ଜାଇଫଳରେ ଭିଟାମିନ୍ ଏ,ଭିଟାମିନ୍ ସି,ଭିଟାମିନ୍ ଡି,ଭିଟାମିନ୍ ବି ୧୨ ସହ ଆଇରନ୍,ମ୍ୟାଗ୍ନେସିୟମ୍,ପୋଟାସିୟମ୍ ଏବଂ ସୋଡ଼ିୟମ୍ ଭଳି ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆମ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଆମ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଆଜିଠୁ ଏହା ଖାଇବା ଆରମ୍ଭ କରି ଦିଅନ୍ତୁ।

ଅଳସୀ:ଅଳସୀରେ ମଧ୍ୟ ଭିଟାମିନ୍ ଏ,ଭିଟାମିନ୍ ବି,ଭିଟାମିନ୍ ସି,ଆଇରନ୍,କ୍ୟାଲସିୟମ୍,ସୋଡ଼ିୟମ୍,ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ତତ୍ତ୍ବ ରହିଥାଏ ଯାହା ଆମ ସ୍ମରଣ ଶକ୍ତିକୁ ବଢ଼ାଇଥାଏ। ଏହା ମସ୍ତିଷ୍କକୁ ଏକାଗ୍ର କରାଇଥାଏ। ଏଥିପାଇଁ ଆଜିଠୁ ଅଳସୀ ଖାଇବା ଆରମ୍ଭ କରି ଦିଅନ୍ତୁ।

   Related Posts