ସପ୍ତାହେ ଯାଏଁ ଖାଆନ୍ତୁ ଏହି ୨ଟି ଜିନିଷ : ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ ୨୦ବର୍ଷ ପୁରୁଣା କଥା ମଧ୍ୟ ଭୁଲିବେନି
7/07/2019 at 2:15 PM

ଅନେକ ଥର କିଛି କଥା ଆମେ ଭୁଲିଯାଇଥାଉ ଯାହା ଆମର ମନେ ରଖିବା ନିହାତି ଜରୁରୀ ହୋଇଥାଏ। ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବାରୁ ଏପରି ହୋଇଥାଏ। ଆଜି ଆମେ ଏପରି ୨ଟି ଜିନିଷ ବିଷୟରେ ଜାଣିବା ଯାହା ଆପଣଙ୍କର ସ୍ମରଣଶକ୍ତି ବୃଦ୍ଧି କରିଥାଏ।

ଜାଇଫଳ : ଜାଇଫଳରେ ଭିଟାମିନ୍ ଏ,ଭିଟାମିନ୍ ସି,ଭିଟାମିନ୍ ଡି,ଭିଟାମିନ୍ ବି ୧୨ ସହ ଆଇରନ୍,ମ୍ୟାଗ୍ନେସିୟମ୍,ପୋଟାସିୟମ୍ ଏବଂ ସୋଡ଼ିୟମ୍ ଭଳି ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆମ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଆମ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଆଜିଠୁ ଏହା ଖାଇବା ଆରମ୍ଭ କରି ଦିଅନ୍ତୁ।

ଅଳସୀ:ଅଳସୀରେ ମଧ୍ୟ ଭିଟାମିନ୍ ଏ,ଭିଟାମିନ୍ ବି,ଭିଟାମିନ୍ ସି,ଆଇରନ୍,କ୍ୟାଲସିୟମ୍,ସୋଡ଼ିୟମ୍,ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ତତ୍ତ୍ବ ରହିଥାଏ ଯାହା ଆମ ସ୍ମରଣ ଶକ୍ତିକୁ ବଢ଼ାଇଥାଏ। ଏହା ମସ୍ତିଷ୍କକୁ ଏକାଗ୍ର କରାଇଥାଏ। ଏଥିପାଇଁ ଆଜିଠୁ ଅଳସୀ ଖାଇବା ଆରମ୍ଭ କରି ଦିଅନ୍ତୁ।