ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଏହି ରାଶିରେ ରହିଛି ଶୁଭଫଳ; ସୂର୍ଯ୍ୟଙ୍କ କୃପାରୁ ସବୁ କ୍ଷେତ୍ରରେ ମିଳିବ ସଫଳତା
25/03/2023 at 5:54 PM

ଯ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ବହୁତ ମବହତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ।ସୂର୍ଯ୍ୟଙ୍କୁ ସମସ୍ତଙ୍କ ଗ୍ରହଙ୍କ ମଧ୍ୟରେ ଅଧିପତି ବୋଲି କୁହାଯାଏ। ସୂର୍ଯ୍ୟ ପ୍ରଶନ୍ନ ହେଲେ ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହୋଇଥାଏ। ଏବେ ସୂର୍ଯ୍ୟ ମୀନ ରାଶିରେ ବିରଜମାନ କରିଛନ୍ତି। ଆ ସନ୍ତା ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିର ରହିବେ। ଏପ୍ରିଲ୍ ୧୪ ରୁ ସୂର୍ଯ୍ୟ ମୀନରୁ ମେଷ ରାଶିକୁ ପ୍ରବେଶ କରିବେ। ଯ୍ୟୋତିଷଙ୍କ ଗଣନା ଅନୁସାରେ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଲାଭ ଦାୟକ ହେବ। ଏହି ରାଶିର ବ୍ୟକ୍ତିମାନେ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦୈନିକ ଶୁଭ ସମାଚାର ମିଳିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ଏଥିରେ ସାମିଲ୍ ଅଛନ୍ତି।

ବୃଷ:~ ମାଆଙ୍କ ସାନ୍ନିଧ୍ୟ ଓ ସହଯୋଗ ମିଳିବ। ପ୍ରତିଯୋଗୀ ପରୀକ୍ଷା ଓ ସାକ୍ଷାତକାର ଇତ୍ୟାଦିରେ ଉତ୍ତମ ଫଳ ମିଳିବ। ଘରେ ଓ ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହେବ। ଯାନ ବାହନ ସୁଖ ବୃଦ୍ଧି ହେବ। ଦାମ୍ପତ୍ୟ ସୁଖ ମଧ୍ୟ ବଢ଼ିବ। ଲେଖାଲେଖି କାର୍ଯ୍ୟରେ ଆୟ ବଢ଼ିବ।

କର୍କଟ:~ ସମ୍ପତ୍ତିରୁ ଆୟ ବୃଦ୍ଧି ହେବ। ମାଙ୍କ ପାଖରୁ ଧନ ପ୍ରାପ୍ତି ହେବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିପାରନ୍ତି। ଆୟ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆପଣଙ୍କ ପୁଅ ଝିଅଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି। ଅଧିକାରୀମାନଙ୍କର ସହଯୋଗ ମିଳିବ।

ବିଛା :~ ସମ୍ପତ୍ତିରୁ ଆୟ ବୃଦ୍ଧି ହେବ। ମାଙ୍କ ପାଖରୁ ଧନ ପ୍ରାପ୍ତି ହେବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି। ଆୟ ବୃଦ୍ଧି ହେବ ପାରିବାରିକ ଜୀବନ ସୁଖମୟ ହେବ। ଆପଣଙ୍କ ପୁଅ ଝିଅଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଚାକିରିରେ କାର୍ଯ୍ୟ କ୍ଷେତ୍ରର ପରିବର୍ତ୍ତନ ହେବର ସମ୍ଭାବନା ରହିଛି। ଅଧିକାରୀମାନଙ୍କର ସହଯୋଗ ପାଇବେ। ଆୟ ବଢ଼ିବ। ଯାନ ବାହନ ସୁଖ ପାଇ ଆନନ୍ଦିତ ହେବେ।

ଧନୁ:~ ଆତ୍ମବିଶ୍ୱାସ ବଢ଼ିବ। ମାଆଙ୍କ ଠାରୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣିସି ମିତ୍ରଙ୍କ ସହଯୋଗରେ ରୋଜଗାର ମିଳିପାରିବ। ଆୟ ବୃଦ୍ଧି ପାଇବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ପରିବାରର ମାନ ସମ୍ମାନ ବଢ଼ିବ। ଚାକିରିରେ ପଦନ୍ନୋତି ଯୋଗ ରହିଛି।