ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ମୋ ବସ୍‌ରୁ ଚୋରି ଘଟଣା, କ୍ୟାନସ୍‌ର ରୋଗୀଙ୍କୁ ଟଙ୍କା ଫେରାଇଲା ପୋଲିସ୍‌

27/09/2022 at 3:50 PM

ଭୁବନେଶ୍ୱର, ୨୭/୦୯: ମୋ ବସରୁ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଘଟଣାରେ ଟଙ୍କା ଫେରାଇଲା ପୋଲିସ୍‌ । ଆନନ୍ଦ ଗୌଡ଼ ନାମକ ଜଣେ ରୋଗୀଙ୍କ ପାଖରୁ ଟଙ୍କା ଚୋରି ହୋଇଥିବା ବେଳେ ୨ ଚୋରଙ୍କ ଠାରୁ ଜବତ ହୋଇଥିବା ୫ ହଜାର ଟଙ୍କା ଫେରାଇଛି ସହିଦ ନଗର ପୋଲିସ । ସେ ଟଙ୍କାକୁ ନେଇ ଆନନ୍ଦ କଟକର ଏକ ଘୋରଇ ହସ୍ପିଟାଲ ଯାଇ ଚିକିତ୍ସା କରାଇଛନ୍ତି । ଗତ ସପ୍ତାହରେ କ୍ୟାନସର ଚିକିତ୍ସା କରିବା ପାଇଁ ଗଞ୍ଜାମରୁ ସେ ଭୁବନେଶ୍ୱର ଆସିଥିଲେ । ହସ୍ପିଟାଲକୁ ଯାଉଥିବା ବେଳ ବରମୁଣ୍ଡାରୁ କଟକ ମୋ ବସରେ ଯାଉଥିଲେ। ବସ ଭିତରୁ ଚୋର ପକେଟ୍ ମାର୍‌ କରି ଟଙ୍କା ଚୋରି କରିନେଇଥିଲା । ଫଳରେ କାନ୍ଦି କାନ୍ଦି ସହିଦନଗର ଥାନରେ ଏତଲା ଦେଇ ଘରକୁ ଫେରିଥିଲେ ଆନନ୍ଦ ।

   Related Posts