କୋଲକାତା ଫେରନ୍ତାଙ୍କୁ କଲୋନୀ ବାସିନ୍ଦାଙ୍କ ବିରୋଧ: ମଝି ରାସ୍ତାରେ ବସିଲେ ମହିଳା
5/05/2020 at 6:03 PM

ଭୁବନେଶ୍ୱର୫/୫: ବର୍ତ୍ତମାନ କରୋନା ଭୟ ଚାରିଆଡ଼େ। ଏପରି ଏକ ଘଟଣା ଭୁବନେଶ୍ୱର ବ୍ରିଟ କଲୋନୀରେ ଦେଖିବାକୁ ମିଳିଛି । ବ୍ରିଟ କଲୋନୀରେ ଏକ ପରିବାର କୋଲକାତାରୁ ଏକ ଗାଡିରେ ଫେରିଥିଲେ । ସେମାନେ ଘରେ କ୍ୱାରେଣ୍ଟାଇନ୍ରେ ରହିଥିଲେ ।
ମାତ୍ର ସ୍ଥାନୀୟ ଲୋକ ଏହାର ବିରୋଧ କରିଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିବା ପାଇଁ ନିବେଦନ କରିଛନ୍ତି। କୋଲକତା ଫେରନ୍ତା ଏବେ କରୋନା ଲିଙ୍କ୍ ରହିଥିବାରୁ ସ୍ଥାନୀୟ ଲୋକ ଏମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ଅଡି ବସିବା ସହ ରାସ୍ତାରୋକ କରିଥିଲେ ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023