ଡିସେମ୍ବର ୧ରୁ ବିଧାନସଭାରେ ଶୀତ ଅଧିବେଶନ, ରହିଛି ୨୬ଟି କାର୍ଯ୍ୟ ଦିବସ

Published By : Prameya-News7 Bureau | November 14, 2021 IST

ଭୁବନେଶ୍ବର ୧୪/୧୧ : ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ କାଳୀନ ଅଧିବେଶନ । ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ ଅଧିବେଶନ । ଶୀତ କାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୫ଟି ଛୁଟି ଦିନ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.