ଠେଙ୍ଗା ସାମ୍ନାରେ ଫିକା ପଡ଼ିଗଲା ବନ୍ଧୁକ: ଭିଡ଼ିଓ ହେଲା ଭାଇରାଲ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ୨୦/୧: ସାମ୍ନାକୁ ଆସିଲା ଚୋରର କାରନାମା। ଦୋକାନ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୋକାନକୁ ଚୋରି କରିବାକୁ ଆସିଥିବା ଚୋରକୁ ଠେଙ୍ଗା ଧରି ଗୋଡ଼େଇଲେ ଦୋକାନ ମାଲିକ। ଚୋରି କରିବାକୁ ଆସିଥିବା ଚୋର ବନ୍ଧୁକ ଦେଖାଇ ଦୋକାନୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲା। ହେଲେ ଦୋକାନୀ ବନ୍ଧୁକକୁ ଖାତିର ନ କରି ବାଡ଼ି ଧରି ଚୋରକୁ ଗୋଡ଼ାଇ ଗୋଡ଼ାଇ ଶେଷରେ ଧରିଲେ। ସୋସିଆଲ ମିଡିଆରେ ଏହି ଭିଡିଆ ଭାଇରାଲ ହେବା ପରେ ପରେ ୟୁଜର୍ସ ବିଭିନ୍ନ ପ୍ରକାର କୌତୁକିଆ କମେଣ୍ଟ ଦେଇଛନ୍ତି।  ଦେଖନ୍ତୁ ଚୋରିର ଭିଡିଓ ଏବଂ ୟୁଜର୍ସଙ୍କ କମେଣ୍ଟ...

wp:core-embed/twitter {"url":"https://twitter.com/asifrqazi/status/1217472374871818245","type":"rich","providerNameSlug":"twitter","className":""}
https://twitter.com/asifrqazi/status/1217472374871818245
/wp:core-embed/twitter wp:core-embed/twitter {"url":"https://twitter.com/madhukar007us/status/1217835487349497856","type":"rich","providerNameSlug":"twitter","className":""}
https://twitter.com/madhukar007us/status/1217835487349497856
/wp:core-embed/twitter wp:core-embed/twitter {"url":"https://twitter.com/SanjeevParbhak2/status/1218096641565048832","type":"rich","providerNameSlug":"twitter","className":""}
https://twitter.com/SanjeevParbhak2/status/1218096641565048832
/wp:core-embed/twitter wp:core-embed/twitter {"url":"https://twitter.com/suniyah09/status/1217978266000220160","type":"rich","providerNameSlug":"twitter","className":""}
https://twitter.com/suniyah09/status/1217978266000220160
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.