AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରା ପଡିଲେ ଶିକ୍ଷକ

23/01/2023 at 10:23 PM

ସାଲେପୁର: ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଲେ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଜଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ମାଣିତ୍ରୀ ।

ସୂଚନା ମୁତାବକ ମାଣିତ୍ରୀ ସରକାରୀ ବିଦ୍ୟାଳୟର ଶିକ୍ଷକ ସେକ ସଫିଉଲ୍ଲା ଓ ରଞ୍ଜିତ କିଶୋର ମୁଦୁଲି ଦୁଇ ଜଣ  ଶିକ୍ଷକ  ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଆଜି ବିକ୍ରି କରୁଥିବାବେଲବ ମାଣିତ୍ରୀ ଗ୍ରାମର ୪ନଂୱାର୍ଡ ସଭ୍ୟ ସେକ ସହିଦ ଦେଖି ସମ୍ପୃକ୍ତ ଚାଉଳ ବେପାରୀକୁ ଅଟକାଇ ଥିଲେ। ବେପାରୀ ଜଣକ ହେଲେ ମାହାଙ୍ଗା ଥାନା ତ୍ରିବେଣୀସ୍ୱର ଅଂଚଳର କୃଷ୍ଣ ଦତ୍ତ। ସମ୍ପୃକ୍ତ ଚାଉଳ ବେପାରୀ ଓ ଶିକ୍ଷକକୁ ଗ୍ରାମବାସୀ ଅଟକ ରଖି  ସାଲେପୁର ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଂଚି ଚାଉଳ ବେପାରୀ ସହ ଚାଉଳକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି।

   Related Posts