ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରା ପଡିଲେ ଶିକ୍ଷକ
23/01/2023 at 10:23 PM

ସାଲେପୁର: ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଲେ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଜଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ମାଣିତ୍ରୀ ।
ସୂଚନା ମୁତାବକ ମାଣିତ୍ରୀ ସରକାରୀ ବିଦ୍ୟାଳୟର ଶିକ୍ଷକ ସେକ ସଫିଉଲ୍ଲା ଓ ରଞ୍ଜିତ କିଶୋର ମୁଦୁଲି ଦୁଇ ଜଣ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଆଜି ବିକ୍ରି କରୁଥିବାବେଲବ ମାଣିତ୍ରୀ ଗ୍ରାମର ୪ନଂୱାର୍ଡ ସଭ୍ୟ ସେକ ସହିଦ ଦେଖି ସମ୍ପୃକ୍ତ ଚାଉଳ ବେପାରୀକୁ ଅଟକାଇ ଥିଲେ। ବେପାରୀ ଜଣକ ହେଲେ ମାହାଙ୍ଗା ଥାନା ତ୍ରିବେଣୀସ୍ୱର ଅଂଚଳର କୃଷ୍ଣ ଦତ୍ତ। ସମ୍ପୃକ୍ତ ଚାଉଳ ବେପାରୀ ଓ ଶିକ୍ଷକକୁ ଗ୍ରାମବାସୀ ଅଟକ ରଖି ସାଲେପୁର ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଂଚି ଚାଉଳ ବେପାରୀ ସହ ଚାଉଳକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023