ପୁରୀରେ ଭୁଷୁଡ଼ିଲା ନିର୍ମାଣଧୀନ ଛାତ; ଫସି ରହିଛନ୍ତି ଶ୍ରମିକ

Published By : Prameya-News7 Bureau | July 20, 2022 IST

ପୁରୀ ୨୦/୦୭:  ପୁରୀ ମଶାଣୀ ଚଣ୍ଡୀ ଛକ ପାଖରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ଅବସ୍ଥାରେ ଥିବା ଏକ ଛାତ ଭୁଷୁଡ଼ି ପଡ଼ିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଶ୍ରମିକ ଫସି ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୫ ଜଣ ଆହତ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଶ୍ରମିକଙ୍କୁ ଚିକିତ୍ସାପାଇଁ ଆମ୍ୱୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.