suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କେଶବ ନାଁରେ କଳଙ୍କ: ସେକ୍ସ ରାକେଟ୍ କାରବାରରେ ସାଜିଥିଲା ଡାହାଣ ହାତ

2/03/2020 at 5:57 PM

ଭୁବନେଶ୍ବର୨/୩: ସେକ୍ସ ରାକେଟର ପେଣ୍ଠସ୍ଥଳି ପାଲିଟିଛି ରାଜଧାନୀ ଭୁବନେଶ୍ବର। ଦିନକୁ ଦିନ ସେକ୍ସ ରାକେଟର ପାଦୃଭାବ ବଢ଼ିବାରେ ଲାଗିଛି। ସେକ୍ସ ରାକେଟରେ ସଂପୃକ୍ତ କେଶବ ସାହୁ ନାମକ ଜଣେ ଦଲାଲକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ।

ଭୁବନେଶ୍ବରରେ ଜଣେ ବାଙ୍ଗଲାଦେଶୀ ଯୁବତୀଙ୍କୁ ଦେହ କାରବାରରେ ନିୟୋଜିତ କରିବାକୁ ଉଦ୍ୟମ କରୁଥିବା ବେଳେ କେଶବକୁ ଗିରଫ କରାଯାଇଥିଲା । କେଶବ ନିକଟରୁ ଉଦ୍ଧାର ବାଂଲାଦେଶୀ ଯୁବତୀଙ୍କୁ ଖୋର୍ଦ୍ଧାର ଏକ ସେଲ୍ଟର ସେଣ୍ଟରରେ ରଖାଯାଇଛି ।

କେଶବ ପୁର୍ବରୁ ଗିରଫ ଦେହ ଦଲାଲ ଇବ୍ରାହିମ ଖାଁ ଓ ରୁକସାର ବେଗମଙ୍କ ସହିତ ପଞ୍ଚନନ ପାଢୀ ଓ ତାର ପତ୍ନୀ  ପ୍ରୀତି ପାଢୀର  ଡାହାଣ ହାତ ଭାବେ କାମ କରୁଥିଲା । କେଶବ ମୋବାଇଲରୁ ବହୁ ଝିଅ ଓ ବଡ ବଡ ଜମିଦାରଙ୍କ ସଂପୃକ୍ତ ଥିବା ଏସଟିଏଫକୁ ସୂଚନା ମିଳିଛି।

   Related Posts