ମଲ୍‌ ଓ ସିନେମା ହଲର ଟଏଲେଟରେ ତଳ ପଟୁ କାହିଁକି ଥାଏ ଫାଙ୍କା ? ଜାଣନ୍ତୁ କାରଣ କଣ ?

ନୂଆଦିଲ୍ଲୀ ୧୫।୦୬ : ଆପଣ ନିଶ୍ଚୟ ସିନେମା ହଲ୍, ସପିଂ ମଲ୍, ହସ୍ପିଟାଲ୍ କିମ୍ବା କୌଣସି ସାର୍ବଜନୀନ ଶୌଚାଳୟ ଦେଖିଥିବେ । ନିଶ୍ଚୟ ନଜର କରିଥିବେ ଏହାର କବାଟକୁ । ଦେଖିଥିବେ ଯେ ଏହାର କବାଟ ତଳୁ ଛୋଟ ରହିଥିବ । କିନ୍ତୁ ଏପରି କାହିଁକି । ସାଧାରଣତଃ ଘର କିମ୍ବା ହୋଟେଲ ରୁମରେ ଥିବା ଶୌଚାଳୟ କିମ୍ବା ୱାଶରୁମର କବାଟ ଉପରୁ ତଳ ପର୍ଯ୍ୟନ୍ତ ପୂରା କଭର ହୋଇଥାଏ। କିନ୍ତୁ ସପିଂ ମଲ୍, ସିନେମା ହଲ୍, … Continue reading ମଲ୍‌ ଓ ସିନେମା ହଲର ଟଏଲେଟରେ ତଳ ପଟୁ କାହିଁକି ଥାଏ ଫାଙ୍କା ? ଜାଣନ୍ତୁ କାରଣ କଣ ?