scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଲେଇକୁ ଗିଳିଦେଲା ଅଜଗର: ଉଦ୍ଧାର ପରେ ଜଙ୍ଗଲରେ ଛଡ଼ାଗଲା

1/10/2023 at 10:12 PM

ନୀଳଗିରି: ବିଲେଇକୁ ଗିଳିଦେଲା ଅଜଗର। ଉଦ୍ଧାର କଲେ ଅଞ୍ଚଳବାସୀ। ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧୀନ ୬ ନମ୍ବର ୱାର୍ଡ ସାନଅତା ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ୧୦ ଫୁଟ ଲମ୍ବର ଅଜଗର ସାପଟି ଗାଁର ନଟୁ ସରକାରଙ୍କ ଘର ଆଗରେ ଏକ ବିଲେଇକୁ ଗିଳିଦେଇଥିଲା। ଜଣେ ସ୍ଥାନୀୟ ଯୁବକ ଘଟଣା ଦେଖିବା ପରେ ସାପଟିକୁ ଆଣି ଏକ ପ୍ଲାଷ୍ଟିକ ଡବାରେ ରଖିଥିଲେ। ରବିବାର ସକାଳେ ସାପଟି ବିଲେଇକୁ ଗିଳି ନପାରି ବାହାର କରିଥିଲା। ପରେ ଅତି ସତର୍କତାର ସହ ଉଦ୍ଧାର କରି କୁଳଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୨ ବର୍ଷରେ ସାପ କାମୁଡ଼ା​‌ରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ

   Related Posts