scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାସ୍ତାରେ ଗଲାବେଳେ ମାଡ଼ିଗଲା ଅଜଣା ଗାଡ଼ି, ଜଣେ ମୃତ

11/11/2023 at 8:24 PM

କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ର ଜଗୁଆଳିଙ୍କ ମୃତ୍ୟୁ। ମୃତକ ହେଲେ କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗ୍ରାମର ଶତ୍ରୁଘ୍ନ ନାଏକ। ସୂଚନା ଅନୁଯାୟୀ ଶନିବାର ଡ୍ୟୁଟିକୁ ଯାଉଥିବାବେଳେ ୫୩ ନଂ ଜାତୀୟ ରାଜପଥ ଜିରିଡ଼ାମାଳିର ବାଇପାସ୍‌ ଛକ ନିକଟରେ ଅଜଣା ଗାଡ଼ି ତାଙ୍କୁ ଧକାଦେଇଥିଲା। ଆଉ ଏଥିରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆଗାମୀ ତଦନ୍ତ ଜାରି ରଖିଛି।

Story Udating…

You Can Also Read: ଫସଲ ଜଗୁଥିଲେ ଚାଷୀ, ହାତୀ ଆକ୍ରମଣରେ ଗୁରୁତର

   Related Posts