AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଦେଖନ୍ତୁ ଏହି ଚୁଲ୍‌ବୁଲି ନାୟିକାଙ୍କୁ, ଦିନେ ଖେଳୁଥିଲେ ରେଖାଙ୍କ କୋଳରେ…

21/08/2022 at 12:42 PM

ନୂଆଦିଲ୍ଲୀ ୨୧।୦୮: ସୋସିଆଲ ମିଡିଆ ହେଉଛି ଏକ ସ୍ଥାନ। ଯେଉଁଠାରେ ପ୍ରତିଦିନ କିଛି କିଛି ଭାଇରାଲ ହୋଇଥାଏ। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ବଲିଉଡ ସେଲିବ୍ରେଟମାନଙ୍କ ପିଲାଦିନର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି  ହେଲେ ବର୍ତ୍ତମାନ ସୁଦ୍ଧା ଆପଣ ଇଣ୍ଟରନେଟରେ ଅନେକ ଚଳଚ୍ଚିତ୍ର ତାରକାଙ୍କ ପିଲାଦିନର ଫଟୋ ଦେଖିଥିବେ। ଏବେ ଆଉ ଜଣେ ସେଲିବ୍ରିଟିଙ୍କ ପିଲାଦିନର ଫଟୋ ଆଣିଛୁ। ଯାହାର ନାମ ନିଶ୍ଚିତ ଭାବରେ ଆପଣଙ୍କ ହୋସ୍‌କୁ ଉଡ଼ାଇ ଦେବ। ଭାଇରାଲ ହେଉଥିବା ଏହି ଫଟୋରେ ଆପଣ ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କୁ ଦେଖିପାରିବେ। ସମସ୍ତେ ରେଖାଙ୍କୁ ଚିହ୍ନନ୍ତି, କିନ୍ତୁ ତାଙ୍କ କୋଳରେ ଦେଖାଯାଉଥିବା ଛୋଟ ଝିଅକୁ ଚିହ୍ନିବା ଲୋକଙ୍କର ପାଇଁ କଷ୍ଟକର ବୋଧ ହୁଏ ହେବ।

ତେବେ ଜାଣି ରଖନ୍ତୁ କି ଯେ ଏହି ଝିଅଟି ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ। ଖୁବ୍ ଶୀଘ୍ର ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ଫିଲ୍ମରେ ନଜର ଆସିବେ। ରେଖାଙ୍କ କୋଳରେ ଦେଖାଯାଉଥିବା ଝିଅଟି ହେଉଛନ୍ତି ଅନନ୍ୟା ପାଣ୍ଡେ। ଅନନ୍ୟାଙ୍କୁ ସେହି ସମୟରେ କିଛି ମାସ ହୋଇଥିଲା ଯେତେବେଳେ ଏହି ଫଟୋ ଉଠାଯାଇଥିଲା।

Trending news: Ananya Panday: 22-year-old Ananya Pandey has a luxurious  house in Mumbai, earning 72 crores and Aryan Khan has a lot of money -  Hindustan News Hub

ଅନନ୍ୟା ପାଣ୍ଡେଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଗେହରାଇୟାଁ’ରେ ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ତାଙ୍କୁ ବିଜୟ ଦେବରାକୋଣ୍ଡାଙ୍କ ସହ ‘ଲାଇଗର୍’ରେ ଦେଖିବାକୁ ମିଳିବ। ଅନନ୍ୟା ‘ଲାଇଗର୍’ ସହିତ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ସାଉଥରେ ଅନନ୍ୟାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

   Related Posts