oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି, ‘ଦ କଶ୍ମୀର ଫାଇଲ୍ସ ଫିଲ୍ମ’ ରାଜ୍ୟରେ ଟ୍ୟାକ୍ସ ଫ୍ରି   

11/03/2022 at 11:06 PM

ନୂଆଦିଲ୍ଲୀ ୧୧।୦୩: ହରିୟାଣା ସରକାର ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ରାଜ୍ୟକେ ଛଅ ମାସ ଯାଏଁ ଟିକସ ମୁକ୍ତ କରିଛନ୍ତି। ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଏହି ଅବଧିରେ ସିମେନା ଘର, ମଲ୍ଟିପ୍ଲେକ୍ସ ଗୁଡିକର ଟିକେଟରେ ଦର୍ଶକଙ୍କଠାରୁ ରାଜ୍ୟ ଜିଏସଟି ଆଦାୟ ହେବ ନାହିଁ ।

ଅନୁପନ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନିତ ଫିଲ୍ମ କଶ୍ମୀର ଫାଇଲ୍ସ ଶୁକ୍ରବାର ସିନେମା ଘରକୁ ଆସିଛି। ଫିଲ୍ମରେ ୯୦ ଦଶନ୍ଧିର କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯାତନା ଏବଂ ବାସହାର କରାଯିବାର କାହାଣୀକୁ ଦର୍ଶାଯାଇଛି ।

ଜମ୍ମୁ କଶ୍ମୀରରେ ଆତଙ୍କବାଦକୁ ନେଇ ଅନେକ ସିନେମା ଆସିସାରିଛି, କିନ୍ତୁ ଏହା ପ୍ରଥମ ଫିଲ୍ମ ଯେଉଁଥିରେ କଶ୍ମୀରୀରେ ଆତଙ୍କବାଦ କିପରି କଶ୍ମୀରୀ ପଣ୍ଡିତମାନଙ୍କୁ ଘର ଛାଡି ଯିବାକୁ ବାଧ୍ୟ କରିଥିଲେ ତାହା ସ୍ଥାନିତ କରାଯାଇଛି।

   Related Posts