Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀକୁ ମାରି ଘର ପଛ ବିଲରେ ଫୋପାଡ଼ିଲା ସ୍ୱାମୀ

18/12/2022 at 4:55 PM

ସାନଖେମୁଣ୍ଡି: ସ୍ତ୍ରୀକୁ ମାରି ଘର ପଛ ବିଲ ରେ ଫୋପାଡ଼ିଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜୁରା ଗ୍ରାମ ବଡ଼ ସାହିର ସ୍ତ୍ରୀ ଜୟନ୍ତୀ ସାହୁଙ୍କୁ ହତ୍ୟା କରି ଗାଁ ବିଲ ରେ ଫୋପାଡ଼ିଲା ନୃଶଂସ ମଦ୍ୟପ ସ୍ୱାମୀ ନାରାୟଣ ସାହୁ । ମା ଛେଉଣ୍ଡ ହୋଇଗଲେ ତିନୋଟି ସନ୍ତାନ। ବଡ଼ ପୁଅ ଶିଶିର ୭ ବର୍ଷ,  ଆଶିଷ ୫ ବର୍ଷ ଏବଂ ସାଇସୁଧା ୧୫ ମାସ ର ଛୁଆ । ଏହି ଘଟଣାରେ ଗାଁରେ ନୃଶଂସ ମଦ୍ୟପ ସ୍ୱାମୀ କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ପାଟପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

   Related Posts