ସ୍ତ୍ରୀକୁ ମାରି ଘର ପଛ ବିଲରେ ଫୋପାଡ଼ିଲା ସ୍ୱାମୀ
18/12/2022 at 4:55 PM

ସାନଖେମୁଣ୍ଡି: ସ୍ତ୍ରୀକୁ ମାରି ଘର ପଛ ବିଲ ରେ ଫୋପାଡ଼ିଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜୁରା ଗ୍ରାମ ବଡ଼ ସାହିର ସ୍ତ୍ରୀ ଜୟନ୍ତୀ ସାହୁଙ୍କୁ ହତ୍ୟା କରି ଗାଁ ବିଲ ରେ ଫୋପାଡ଼ିଲା ନୃଶଂସ ମଦ୍ୟପ ସ୍ୱାମୀ ନାରାୟଣ ସାହୁ । ମା ଛେଉଣ୍ଡ ହୋଇଗଲେ ତିନୋଟି ସନ୍ତାନ। ବଡ଼ ପୁଅ ଶିଶିର ୭ ବର୍ଷ, ଆଶିଷ ୫ ବର୍ଷ ଏବଂ ସାଇସୁଧା ୧୫ ମାସ ର ଛୁଆ । ଏହି ଘଟଣାରେ ଗାଁରେ ନୃଶଂସ ମଦ୍ୟପ ସ୍ୱାମୀ କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ପାଟପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023