AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ…

1/03/2020 at 9:34 PM

କଟକ୧/୩: କଟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ । ଏହି ଯୋଜନାକୁ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଜଣ ଖ୍ୟାତନାମା ଡାକ୍ତରଙ୍କର ଏକ ଉପଦେଷ୍ଟା ଟିମ୍ ନିଯୁକ୍ତ କରିଛନ୍ତି । ଏହି ଟିମ୍ ରେ ଅଛନ୍ତି ୭ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ଡାକ୍ତର।

ଏହି ଟିମରେ ଅଛନ୍ତି ବିଶିଷ୍ଟ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡାକ୍ତର ମୁକୁଟ ମିଞ୍ଜ, ପ୍ରଫେସର ଡାକ୍ତର ଦିଗମ୍ବର ବେହେରା, ଡାକ୍ତର ରାଜନ ବାଦୁଏ, ଡାକ୍ତର ଜଗତ ନରୁଲା, ଡାକ୍ତର G.A.N ରାଓ ଏବଂ ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାରଙ୍କ 5T ଯୋଜନାରେ ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ଘୋଷଣା କରିଥିଲେ । ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଅଧିକ ଆଲେ।ଚନା କରିଛନ୍ତି ଆମ ପ୍ରତିନିଧି ଦେବୀ ପ୍ରସାଦ ମହାନ୍ତି । 

   Related Posts