କେରଳ ଷ୍ଟୋରୀ ପରେ ‘The Diary of West Bengal’କୁ ନେଇ ବିବାଦ, ଟ୍ରେଲର ଦେଖି ଲୋକେ କହିଲେ-ଏହା ହିଁ ସତ୍ୟ

ମୁମ୍ଵାଇ ୨୬।୦୫: ଗୋଟିଏ ପଟେ ଦ କେରଳ ଷ୍ଟୋରୀର ବିବାଦ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଅନ୍ୟ ଏକ ଚଳଚ୍ଚିତ୍ର ବିବାଦରେ ଛନ୍ଦି ହୋଇଥିବାର ଦେଖାଯାଉଛି । ‘ ଦ ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ ‘ର ଟ୍ରେଲର ଲଗାତାର ଚର୍ଚ୍ଚାରେ ରହିଛି। ଏହି ଟ୍ରେଲର ବିଷୟରେ ଲୋକଙ୍କ ମଧ୍ୟରେ ରାଗର ବାତାବରଣ ସୃଷ୍ଟି ହୋଇଛି । ଫିଲ୍ମର ନିର୍ଦ୍ଦେଶକଙ୍କୁ ପଶ୍ଚିମବଙ୍ଗ ପୋଲିସ ନୋଟିସ ଜାରି କରିଛି। ନିର୍ଦ୍ଦେଶକ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବଙ୍ଗଳାର ଭାବମୂର୍ତ୍ତିକୁ … Continue reading କେରଳ ଷ୍ଟୋରୀ ପରେ ‘The Diary of West Bengal’କୁ ନେଇ ବିବାଦ, ଟ୍ରେଲର ଦେଖି ଲୋକେ କହିଲେ-ଏହା ହିଁ ସତ୍ୟ